ରାଜ୍ୟପାଳଙ୍କୁ ଦିଆଯାଉଥିବା ଭତ୍ତାକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼୍‍ଲାଇନ୍‌, ଜାଣନ୍ତୁ କାହାକୁ ମିଳିବ କେତେ?

  ନୂଆଦିଲ୍ଲୀ: ରାଜ୍ୟପାଳମାନଙ୍କୁ ମିଳୁଥିବା ଭତ୍ତାରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଗରୁ ମିଳୁଥିବା ଭତ୍ତା ଏବଂ ଅନ୍ୟାନ୍ୟ ସୁବିଧାରେ ପରିବର୍ତ୍ତନ ଆଣି ଏକ ନୂଆ ଗାଇଡ଼୍‍ଲାଇନ୍‌ ପ୍ରସ୍ତୁତ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ତରଫରୁ ଜାରି କରାଯାଇଥିବା ସୂଚନା ଅନୁଯାୟୀ ସମସ୍ତ ରାଜ୍ୟର ରାଜ୍ୟପାଳଙ୍କ ଅପେକ୍ଷା ପଶ୍ଚିମବଙ୍ଗର ରାଜ୍ୟପାଳଙ୍କୁ ଅଧିକ ଭତ୍ତା ଦିଆଯିବ । ୧.୮୧କୋଟି ଟଙ୍କା ତାଙ୍କୁ ଭତ୍ତା ଆକାରରେ … Continue reading ରାଜ୍ୟପାଳଙ୍କୁ ଦିଆଯାଉଥିବା ଭତ୍ତାକୁ ନେଇ କେନ୍ଦ୍ର ସରକାର ଆଣିଲେ ନୂଆ ଗାଇଡ଼୍‍ଲାଇନ୍‌, ଜାଣନ୍ତୁ କାହାକୁ ମିଳିବ କେତେ?